କରୋନା ସାଙ୍ଗକୁ ଡେଙ୍ଗୁ ଚିନ୍ତା : ଏସ୍‌ସିବିରେ ସ୍ବତନ୍ତ୍ର ୱାର୍ଡ ଖୋଲିବାକୁ ଯୋଜନା

କଟକ: ଏସ୍‌ସିବିରେ ବଢୁଛି ‌ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏବେ ପାଖାପାଖି ୧୦ଜଣ ଡେଙ୍ଗୁ ରୋଗୀ ମେଡିସିନ୍‌ ବିଭାଗରେ ଚିକିତ୍ସିତ ହେଉଛନ୍ତି। କଟକରେ ଗଲା ଜାନୁଆରିରୁ ଆଜି ସୁଦ୍ଧା ୨୫ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ଏଭଳି ସ୍ଥିତିରେ ଡେଙ୍ଗୁ ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏସସିବିରେ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ ନେଇ ଆଲୋଚନା କରାଯାଇଥିଲେ ବି କେଉଁଠି ଏହି ୱାର୍ଡ ଖୋଲାଯିବ ତାହାକୁ ନେଇ ବର୍ତ୍ତମାନ ଅଡୁଆ … Continue reading କରୋନା ସାଙ୍ଗକୁ ଡେଙ୍ଗୁ ଚିନ୍ତା : ଏସ୍‌ସିବିରେ ସ୍ବତନ୍ତ୍ର ୱାର୍ଡ ଖୋଲିବାକୁ ଯୋଜନା